Webportal

ଦୁଇ ଟ୍ରକ ମଧ୍ୟରେ ଧକ୍କା

0 243

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ବ୍ରାହ୍ମଣୀ ଦେବୀ ପିଢ ପାଖରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା। କୁଲାଡ଼ ପାର୍ଶ୍ୱରୁ ଆସୁଥିବା ହାଇବା (ଓ ଡି୧୯ପି୪୮୨୫) ପ୍ରଥମେ ରାସ୍ତା ପାର୍ଶ୍ୱରେ ଥିବା ଆମ୍ବ ଗଛ ଏବଂ ପରେ ରାସ୍ତା କଡରେ ଟ୍ରକକୁ ଧକ୍କା ଦେବା ଫଳରେ ଟ୍ରକ (ଓଡି ୩୫ ସି ୨୪୦୬OD) ଚାଳକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ଯାହାକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରାଇ ଥିଲେ । ଅପରାହ୍ନ ୩.୪୦ ଘଟିକା ସମୟରେ ଦୁର୍ଘଟଣା ହୋଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ପହଁଚି ନଥିଲା।

Leave A Reply

Your email address will not be published.