Webportal

ଟ୍ରାନଙ୍କୁଳାଇଜ ହୋଇଥିବା ହାତୀ ପୁନର୍ବାର ଲଗାମଛଡା

0 270

ଅନୁଗୁଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ବିଫଳ ହୋଇଛି। ହାତୀକୁ କପିଳାସ ନେବା ପାଇଁ ଟ୍ରକ୍‌ରେ ଚଢ଼ାଯାଇଥିଲେ ମଧ୍ୟ ସେ ଚେନ୍‌ ଛିଣ୍ଡାଇ ଉକ୍ତ ଟ୍ରକ୍‌ଟିକୁ ଭାଙ୍ଗି ଦେଇଛି । ହାତୀକୁ ନେବା ପାଇଁ ବର୍ତ୍ତମାନ ଅନିଶ୍ଚିତତା ଦେଖାଦେଇଛି।ପୁଣି ଦନ୍ତାକୁ ନିସ୍ତେଜକ ଦିଆଯିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି।ସୂଚନାଯୋଗ୍ୟ,ଗତକାଲି ହାତୀକୁ ନିସ୍ଚେତକ ମାରି କାବୁ କରି ଟ୍ରକରେ ବନ୍ଧାଯାଇଥିଲା ।

Leave A Reply

Your email address will not be published.