ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଚୋରା ବାଲି ଓ ପଥର ଚାଲାଣ ହେଉଥିବା ସମୟରେ ବିଭିନ୍ନ ସ୍ଥାନରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରି ପଥର ବୋଝେଇ ଟିପର ସହ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି।
ଛେଣ୍ଡିପଦା ତହସିଲଦାର ଡାନିଏଲ୍ ଏକ୍କା ପୋଲିସ ସାହାଯ୍ୟ ରେ ବିଭିନ୍ନ ସମୟରେ ଚଢ଼ାଉ କରି ବାଲି ,ପଥର, ମୋରୁମ ଚାଲାଣକୁ ରୋକିବା ସହ ଆଗାମୀ ଦିନରେ ଏ ଚଢାଉ ଜାରି ରହିବ ବୋଲି ଛେଣ୍ତିପଦା ତହସିଲଦାର ପ୍ରକାଶ କରିଛନ୍ତି।
Prev Post
Next Post