Webportal

କରୋନାର ମୁକାବିଲା ପାଇଁ ଦମ୍ପତିଙ୍କ ଆର୍ଥିକ ସହାୟତା

0 258

କରୋନା ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢା଼ଉ ଥିବା ବେଳେ ଆଜି ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଷ୍ଟେଟ ବ୍ୟାଙ୍କ ର ଆଞ୍ଚଳିକ ମହାପ୍ରଭନ୍ଧକ ଶ୍ରୀ ପ୍ରଫୁଲ କୁମାର ଜେନା ନିଜ ଦରମା ରୁ କୋଡିଏ ହଜାର ଟଙ୍କା ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନଲାଇନ ରେ ଟ୍ରାନ୍ସଫର କରିଛନ୍ତି .ସେହିପରି ଉତ୍କଳିକାର ପରିଚାଳିକା ତଥା ଶ୍ରୀ ଜେନା ଙ୍କ ଧର୍ମପତ୍ନୀ ସ୍ବର୍ଣପ୍ରଭା ମୁଦୁଲି ତିରିଶ ହଜାର ଟଙ୍କାର ଏକ ଚେକ ପ୍ରଧାନ କରିଛନ୍ତି .

Leave A Reply

Your email address will not be published.