Webportal

ଏଟିଏମ ଭାଙ୍ଗୀ ଟଙ୍କା ଲୁଟ

0 368

ଅନୁଗୁଳ ସହରରେ ମାତିଲେ ଏଟିଏମ ଲୁଟେରା। କରଡାଗାଡ଼ିଆ ଛକ ନିକଟରେ ଥିବା ଏସବିଆଇ ଏଟିଏମ ମେସିନ କୁ ଗ୍ୟାସକଟର ରେ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କା ।୫୫ ନମ୍ବର ଜାତୀୟ ରାଜପଥ କଡରେ ଜନବହୁଳ ଅଞ୍ଚଳରେ ଥିବା ସତ୍ୱେ ବିଳମ୍ବିତ ରାତିରେ ଏଟିଏମ ରୁ ଟଙ୍କା ଲୁଟି ନେଇଛନ୍ତି ଦୃବୃତ।ପୂର୍ବରୁ ଏହି ଏଟିଏମ ରୁ ଡକାୟତି ଉଦ୍ୟମ ହୋଇଥିଲେ ମଧ୍ୟ ଲୁଟ କରି ପାରି ନ ଥିଲେ।ଲୁଟ ଏଟିଏମର ସିସିଟିଭି କାମ ନ କରୁଥିବା ଜଣାପଡିଛି।

Leave A Reply

Your email address will not be published.