Webportal

ଉତ୍ତରପ୍ରଦେଶରେ କନେଷ୍ଟବଳଙ୍କ ପରି ହୋମଗାର୍ଡଙ୍କୁ ମିଳିବ ସମାନ ବେତନ

0 194

ଆହ୍ଲାବାଦ ହାଇକୋର୍ଟ ସମାନ କାମକୁ ସମାନ ଦରମା ନ୍ୟାୟରେ ଉତ୍ତରପ୍ରଦେଶର ୭୦ ହଜାର ହୋମଗାର୍ଡ ସେଠାକାର ସିପାହୀ ମାନଙ୍କ ଭଳି ଦରମା ପାଇବେ ବୋଲି ରାୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟ ରେ ଏକ ୟାଚିକା ଦାୟର କରିଥିଲେ ଯାହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି।ଏହା ପରେ ୟୁପି ରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.