ଆଜିଠାରୁ କିରୋସୀନ କୋଟା ହ୍ରାସ State By MEDIA INDIA News On Aug 1, 2019 0 164 Share କେନ୍ଦ୍ର ସରକାର ରାଜ୍ୟ ପାଉଥିବା କିରୋସିନ କୋଟା ମାସିକ ୨୦୭୦୦ କିଲୋଲିଟର ରୁ ୧୬୩୮୪ କିଲୋଲିଟର କମାଇ ଦେବାରୁ ଆଜିଠାରୁ ପଡିକାର୍ଡ ଧାରୀ ମାନଙ୍କୁ ଅଢେଇ ଲିଟର ବଦଳରେ ଦୁଇ ଲିଟର ମିଳିବ।ବିଧାନସଭା ରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପସ୍ୱାଇଁ। 0 164 Share FacebookTwitterGoogle+ReddItWhatsAppPinterestEmail