Webportal

ଅନୁଗୁଳ ଜିଲ୍ଲା ଗସ୍ତରେ ରାଜସ୍ୱ ପରିଷଦ ସଦସ୍ୟ

0 454

ଅନୁଗୁଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି ରାଜସ୍ବ ପରିଷଦ ର ସଦସ୍ୟ ୧୯୮୬ ବ୍ୟାଚ ଆଇଏସ ଅଫିସର CJ VENUGOPAL SHARMA।ଶ୍ରୀ ବେନୁଗୋପଲ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟ ସୁବିଧା ସଠିକ ଭାବେ ମିଳୁଛି କି ନାହିଁ ସେ ନେଇ ରୋଗୀଙ୍କ ସହ ଆଲୋଚନା କରିଥିଲେ।ଶ୍ରୀ ବେନୁଗୋପଲଙ୍କ ଙ୍କ ସହ ଅନୁଗୋଳ ଜିଲ୍ଲାପାଳ ମନୋଜ ମହାନ୍ତି,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ପ୍ରକଳ୍ପ ନିର୍ଦେଶକ DRDA ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.