Webportal

ଅନୁଗୁଳ ଜିଲ୍ଲାରେ ହାତୀ ନିୟନ୍ତ୍ରଣ ରେ ବିଫଳ ହେଇଛି ବନବିଭାଗ, ପୁଣି ହାତୀ ଆକ୍ରମଣରେ ମନୁଷ୍ୟ ହରାଇଲା ଜୀବନ

0 174

ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁ ରେ ହାତୀ ଆକ୍ରମଣରେ ବିଦ୍ୟାଧର ସାହୁ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଯିଏ ନିକଟସ୍ଥ ଜଙ୍ଗଲରେ ଛେଳି ଚରାଉଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।ହାତୀ ତାଙ୍କୁ ଦଳିଚକଟି ଖଣ୍ଡ ଖଣ୍ଡ କରିଦେଇଛି।ଘଟଣା ସ୍ଥଳରେ ପହଞ୍ଚି ଥିବା ବନବିଭାଗ ରେଞ୍ଜର ମୃତ ଦେହ ର ଜଘନ୍ୟ ଅବସ୍ଥା ଦେଖି ଅଚେତ ହୋଇ ଯାଇଥିଲେ।

Leave A Reply

Your email address will not be published.