Webportal

ଅନୁଗୁଳ ଜିଲ୍ଲାରେ ଶନିବାର ଓ ରବିବାର ଲକଡାଉନ ଅବମାନନା ଜନିତ ରୁଜୁ ମାମଲା ଗୁଡ଼ିକର ବିବରଣୀ

0 261

ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ    ଅନୁଗୁଳ ଜିଲ୍ଲାରେ ଶନିବାର ଓ ରବିବାର ଲକ ଡାଉନ ନ ମାନିବା ପାଇଁ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ କାର ଜବତ କରାଯାଇଛି।ନାଲକୋ ଥାନାରେ ଦୁଇ ଜଣ, କିଶୋରନଗର ଥାନାରେ ଦୁଇ ଜଣ,ବନ୍ତଳା ଥାନାରେ ଜଣେ, ହଣ୍ଡପା ଥାନାରେ ଜଣେ, ବନରପାଳ ଥାନାରେ ତିନି ଜଣ, ରେଙ୍ଗାଳୀ ଥାନାରେ ଜଣେ, ଓ ଅନୁଗୁଳ ଥାନାରେ ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.