Webportal

ଅନୁଗୁଳ ଜିଲ୍ଲାରେ ପୁନର୍ବାର ହାତୀ ଆକ୍ରମଣ

0 246

ବନ ବିଭାଗ ପଛରେ ଲୋକଙ୍କ ଟିକସ ଅର୍ଥ ରୁ ସରକାରୀ ପାଣ୍ଠି ଖର୍ଚ୍ଚ ବେକାର ବୋଲି ପ୍ରମାଣିତ ହୋଇଛି ଅନୁଗୁଳ ଜିଲ୍ଲାରେ। ଜିଲ୍ଲାରେ ଆଜି ଫୁଣି ହାତୀ ଆକ୍ରମଣରେ ତିନିଜଣ ଆହତ ହୋଇଥିବା ବେଳେ ସେମାନଙ୍କ ଘର ଭାଙ୍ଗି ଯାଇଛି। ଜିଲ୍ଲାର ବନ୍ତଳା ରେଞ୍ଜ କରତପଟା ଗାଁ ର ଜଙ୍ଗଲ ପାଖକୁ ଲାଗିଥିବା ପ୍ରଶନ ସାହୁ ଙ୍କ ଘର ହାତୀ ଭାଙ୍ଗିବା ସହ ତାଙ୍କ ପରିବାର କୁ ଆକ୍ରମଣ କରିଛି ଯେଉଁଥିରେ ପ୍ରଶନଙ୍କ ସମେତ ସ୍ତ୍ରୀ କିରଣ ଓ ଝିଅ ଯଶୋଦା ଆହତ ହୋଇଛନ୍ତି । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ତିନିଜଣ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.