Webportal

ଅନୁଗୁଳ ଜିଲ୍ଲାପାଳଙ୍କ 5T ଉପରେ ଗୁରୁତ୍ୱ

0 244

ଆଜି ଅନୁଗୁଳ ଜିଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାର ବିଭାଗୀୟ ଅଧିକାରୀ ମାନଙ୍କର ଏକ ବୈଠକ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଥିଲା।ବୈଠକରେ ଆଲୋଚନା ର ମୁଖ୍ୟ ବିଷୟ ଥିଲା 5T ଯଥା ସମୟ,ସ୍ଵଛତା, ପ୍ରଯୁକ୍ତି ବିଦ୍ୟା, ରୂପାନ୍ତରଣ ଏବଂ ଦଳଗତ କାର୍ଯ୍ୟ। ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ଉପରୋକ୍ତ 5T ପ୍ରୟୋଗ କରି ଅଧିକ ଲୋକାଭିମୁଖୀ ହେବାକୁ ଏବଂ ଉତ୍ତମ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.