Webportal

ଅନୁଗୁଳ ଜିଲ୍ଲାପାଳଙ୍କ ସରକାରୀ ଚିକିତ୍ସାଲୟ ପରିଦର୍ଶନ

0 266

 

ଆଜି ଅଚାନକ ଅନୁଗୁଳ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିଦର୍ଶନ କରି ବିଭିନ୍ନ ୱାର୍ଡ ରେ ବୁଲିବା ସହିତ ରୋଗୀମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଡାକ୍ତରମାନେ କିଭଳି ବ୍ୟବହାର କରୁଛନ୍ତି, କିଭଳି ସେବା ଚାଲିଛି, ମେଡ଼ିସିନ ଠିକ ଭାବେ ମିଳୁଛି ନାଁ ନାହିଁ, ଲାଞ୍ଚ ମାଗୁଛନ୍ତି ନା ନାହିଁ ଆଦି ବିଷୟ ପଚାରି ବୁଝିଛନ୍ତି। ଆଉ ଅନ୍ୟାନ୍ୟ ଦରକାରୀ ଆନୁଷଙ୍ଗିକ ବ୍ୟବସ୍ଥା ବିଷୟରେ ସିଡ଼ିଏମଓ ଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହା ମୋ ସରକାର ପ୍ରଭାବ ବୋଲି ସମସ୍ତେ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.