Webportal

ଅନୁଗୁଳ କୁ ଆସିଲେ ଅତ୍ୟନ୍ତ ଲୋକପ୍ରିୟ ଏସ୍ପି, ବଢ଼ିଲା ଜନତାଙ୍କ ଆଶା

0 818

ଆଜି ଅନୁଗୁଳ ର ନୂତନ ଏସ୍‌ପି ଭାବେ ୨୦୧୩ ବ୍ୟାଚର ଆଇପିଏସ୍‌ ଅଫିସର ଶ୍ରୀ ଜଗମୋହନ ମୀନା କାର୍ଯ୍ୟରେ ଯୋଗଦେଇଛନ୍ତି।ପ୍ରକାଶଯୋଗ୍ୟ ଯେ ଶ୍ରୀ ମିନା ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଯେଉଁଠାରୁ ବଦଳି ହୋଇ ଆସିବା ସମୟରେ ସ୍ଥାନୀୟ ଲୋକେ ଓ ଯବାନ ମାନେ ତାଙ୍କୁ ଭାବବିହ୍ଵଳ ହୋଇ ବିଦାୟ ଦେଇଥିଲେ ଯାହା ତାଙ୍କର ଉତ୍ତମ ଜନସମ୍ପର୍କ ଓ ଆଇନ ଶୃଙ୍ଖଳା ରକ୍ଷା ର ଅନନ୍ୟ ଉଦାହରଣ।ବିଦାୟୀ ଏସ୍ପି ଯେପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଯାଇଛନ୍ତି ତାଠାରୁ ନୂତନ ଏସ୍ପି ଅନେକ ପାଦ ଆଗକୁ ଯାଇ ଜିଲ୍ଲାରେ ଅପରାଧ ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣ କରି
ପାରିବାର ଆଶା କରାଯାଉଛି।

Leave A Reply

Your email address will not be published.