Webportal

ଅନୁଗୁଳରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କ ଦାଇତ୍ୱ ଗ୍ରହଣ

0 323

ଅନୁଗୁଳ ଜିଲ୍ଲାରେ ଯୋଗଦାନ କଲେ ନୂତନ ଜିଲ୍ଲ‍ା ଶିକ୍ଷା ଅଧିକାରୀଣି (ଡିଇଓ) କଳ୍ପନା ବେହେରା।ସେ ଅାଜି ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ସଚ୍ଚିଦାନନ୍ଦ ବେହେରା ଦେବଗଡ ଜିଲ୍ଲା ଶିକ୍ଷାଧିକାରୀ ଭାବେ ନିଯୁକ୍ତି ପାଇବା ପରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଣୀ ଭାବେ କାର୍ଯ୍ୟରତ ଶ୍ରିମତୀ ବେହେରା ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଦାୟିତ୍ୱ ନେଇଛନ୍ତି ।ଅନୁଗୋଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ଅାଗକୁ ନେବା ସହ ଗୁଣ‍ାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଦୃଷ୍ଟି ଦିଅାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.