Webportal

୪୧୮ ରେ ପହଁଚିଲା ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 312

ଆଜି ଅନୁଗୁଳ ଜିଲ୍ଲାରୁ ୨୩ କରୋନା ପଜିଟିଭ ଚିହ୍ନଟ ହେବାସହ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୪୧୮ ରେ।ଚିହ୍ନଟ ମାନଙ୍କ ମଧ୍ୟରେ ବନରପାଳ ବ୍ଲକରୁ ୧୦, ଅନୁଗୁଳ ବ୍ଲକରୁ ୫, ତାଳଚେର ବ୍ଲକରୁ ୩, ପାଲହଡା ବ୍ଲକରୁ ୨ ଜଣ, ଅନୁଗୁଳ ପୋୖରାଞ୍ଚଳରୁ ୨ ଓ କିଶୋରେନଗର ବ୍ଲକରୁ ଜଣେ ଆକ୍ରାନ୍ତ ଅଛନ୍ତି।ଏମାନଙ୍କ ମଧ୍ୟରୁ କିଏ ଚିକିତ୍ସାଧୀନ ଅବସ୍ଥାରେ, ତ କିଏ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି, ଆଉ କିଏ କ୍ୱାରେଣ୍ଟଟାଇନ ରେ ଥିବା ବେଳେ ପଜିଟିଭ ଚିହ୍ନଟ ହେଇଛନ୍ତି।୧୮ ଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଇତି ମଧ୍ୟରେ ଆଉ ୩୮ ଜଣ ସୁସ୍ଥ ହେବାସହ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ପହଁଚିଛି ୩୦୫ ରେ।

Leave A Reply

Your email address will not be published.