Webportal

ସାରା ଦେଶରେ ଜନତା କର୍ଫ୍ୟୁ କୁ ଅଦ୍ଭୂତପୂର୍ବ ସମର୍ଥନ

0 334

କରୋନା ଭାଇରସ କୁ ରୋକିବା ପାଇଁ ଲଗାଯାଇଥିବା ଜନତା କର୍ଫ୍ୟୁ ର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି। ଲୋକମାନେ ଦେଶ ହିତରେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିବା ସହ ଯାତାୟାତ ମଧ୍ୟ କରୁ ନାହାଁନ୍ତି। କାଁ ଭାଁ କିଛି ଗାଡି ଅତି ଜରୁରି କାମରେ ଗଡୁଛି। ସୋସିଆଲ ଡିସଷ୍ଟାନ୍ସ ମଧ୍ୟ ମେଣ୍ଟେନ ଲୋକମାନେ କରୁଛନ୍ତି।ପୋଲିସ ପାଇଁତରା ମାରୁଛି।ଅତି ଆବଶ୍ୟକ ନ ହେଲେ ଲୋକମାନେ ଘରୁ ନ ବାହାରିବା ପାଇଁ ନିବେଦନ କରାଯାଇଛି।ଘରେ ରହି ନିଜେ ସୁରକ୍ଷିତ ରହିବା ସହ ପରିବାର ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ନିବେଦନ କରିଛନ୍ତି ସରକାର।

Leave A Reply

Your email address will not be published.