Webportal

ଯାଆଁଳା ଶିଶୁ ଜନ୍ମ ଦେଇଥିବା ଚାକିରିଆ ମହିଳାଙ୍କୁ ଆଉ ମିଳିବନି ମାତୃକାଳୀନ ସୁବିଧା

0 428

ସରକାରୀ ଚାକିରୀ କରୁଥିବା ବିବାହିତ ମହିଳା ଯଦି ଗର୍ଭ ଧାରଣ କାରଣରୁ ଯାଆଁଳା ଶିଶୁ ଜନ୍ମ ଦେଇଥାନ୍ତି, ତେବେ ସେମାନଙ୍କୁ ମାତୃତ୍ୱ ଛୁଟି କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ ନାହିଁ।ଦ୍ଵିତୀୟଥର ଗର୍ଭ ଧାରଣ କରି ସେ ଜନ୍ମ ଦେଉଥିବା ଶିଶୁଟିକୁ ତୃତୀୟ ସନ୍ତାନ ବୋଲି ବିବେଚନା କରାଯିବ।ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି ମାଡ୍ରାସ ହାଇକୋର୍ଟ।ଉଲ୍ଲେଖଯୋଗ୍ୟ ସରକାରୀ ଚାକିରୀ କରୁଥିବା ବିବାହିତ ମହିଳାମାନଙ୍କୁ ଦୁଇଟି ସନ୍ତାନ ଜନ୍ମ ନିମନ୍ତେ ମାତୃତ୍ୱ ଛୁଟି ସମେତ ମାତୃତ୍ୱକାଳୀନ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.