Webportal

ମନ୍ଦିରରୁ ଝୁଲନ୍ତା ଶବ ଉଦ୍ଧାର

0 271

ଅନୁଗୁଳ ଜିଲ୍ଲାର‍ ତାଳଚେର ଗୋଡିବନ୍ଧ ନିକଟସ୍ଥ ଶିବରାମପୁର ଶିବ ମନ୍ଦିର ଭିତରେ ଝଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କର ଶବ ମିଳିଛି ।ଆଜି ସକାଳେ ମନ୍ଦିରର ପୂଜକ ପୂଜା ପାଇଁ ମନ୍ଦିର ଭିତରକୁ ଯିବା ସମୟରେ ଝୁଲନ୍ତା ଶବ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ ।ମୃତକ ଜଣକ ଏକଡ଼ାଳ ଗ୍ରାମର କାଳିଆ ବେହେରା ବୋଲି ସୂଚନା ମିଳିଛି ।କେହି ଦୃବୃତ୍ତ ମାରି ଦେଇଥିବା ସନ୍ଦେହ ସୃଷ୍ଟି କରୁଛନ୍ତି ଗ୍ରାମବାସୀ।ପୋଲିସ ଆସି ଅନୁସନ୍ଧାନ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.