Webportal

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

sanitry
0 394

ଆସନ୍ତା ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୟୁନିୟନ ଫର ବ୍ୟାଙ୍କ ୟୁନିୟନ୍ସ ର ଆବାହକ ସମ୍ବିତ ମିଶ୍ର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଏ ସମ୍ପର୍କରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସହ କଥାବାର୍ତ୍ତା ଚାଲିଛି। ସୂଚନାଯୋଗ୍ୟ ଯେ ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ବ୍ୟାଙ୍କ ଗୁଡିକ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଥିଲା।

Square Ad 1
Leave A Reply

Your email address will not be published.