Webportal

ଫୁଣି ଦୁଃଖଦ ଦୁର୍ଘଟଣା

0 250

ଗଂଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଗାଜଲବାଡ଼ି ରୁ ରାମାନାବାଡ଼ି ରାସ୍ତାରେ ଏକ ଗୁଡି ବୋଝେଇ ଟ୍ରାକଟର ଓଲଟି ଜଣେ ଶ୍ରମିକ ଙ୍କ ମୂର୍ତ୍ତ। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସୋରଡା ସ୍ୱାସ୍ତ୍ୟ କେନ୍ଦ୍ର କୁ ପଠା ଯାଇଛି। ମୃତକ ବ୍ୟକ୍ତି ଗାଜଲବାଡ଼ି ପଂଚାୟତ ର ରାଇଗୋଛା ଗ୍ରାମର ଜଗା ମଳିକ। ବିଗତ ଏକ ବର୍ଷ ତଳେ ସେ ବିବାହ କରିଥିଲେ। ତାଙ୍କ ପରିବାର ରେ ଦୁଇ ଭାଇ ମଧ୍ୟରୁ ଅନ୍ୟ ଭାଇ ଜଣକ ବିକଳଙ୍ଗ। ପରିବାର ରୋଜଗାର କ୍ଷମ ବ୍ୟକ୍ତି କୁ ହରାଇବାରୁ ଗ୍ରାମ ଲୋକ ମାନେ ଉତ୍ତ୍ୟକ୍ତ ହୋଇ ରାଜ ରାସ୍ତା ଅବରୋଧ କରିଛନ୍ତି।

Leave A Reply

Your email address will not be published.