Webportal

ପୁଣି ଅନୁଗୁଳରେ ବେଆଇନ କଫ ଶିରାପ ଜବତ

0 349

ଗତକାଲି ଦ୍ବୀପହରେ ଅନୁଗୁଳ ଥାନା ଏସ ଆଇ ପ୍ରକାଶ ଚନ୍ଦ୍ର ମାଝୀ ତୁରଙ୍ଗ ସ୍ଥିତ କୁନ୍ତଳା ମେଡ଼ିସିନ ଷ୍ଟୋରରେ ଦୋକାନୀ ଅଜିତ କୁମାର ସାହୁ ଦ୍ୱାରା ବେଆଇନ ଭାବେ କଫ ଶିରାପ ବିକ୍ରି କରାଯାଉଥିବା ସୂଚନା ବିଶ୍ୱସ୍ତ ସୂତ୍ରରୁ ପାଇ ସେଠି ଚଢ଼ାଉ କରିଥିଲେ।ଅଧିକାରୀ ଓ ସାକ୍ଷୀଙ୍କ ଉପସ୍ଥିତିରେ ତେରଟି ୧୦୦ ମିଲିଲିଟର ଓଜନର ରେକ୍ସନ କଫ ଶିରାପ ବୋତଲ ଜବତ କରିଥିଲେ।ଅଭିଯୁକ୍ତ ଦୋକାନିକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.