Webportal

ନାବଳିକାକୁ ଦୁଷ୍କର୍ମ ଅଭିଯୋଗ:ଅଭିଯୁକ୍ତକୁ ବାନ୍ଧିଲେ ଲୋକେ

0 500

ଅନୁଗୁଳ ଜିଲ୍ଲା ରେଙ୍ଗାଳୀ ଥାନା ଅନ୍ତର୍ଗତ ଗଣ୍ଡମଳା ଗାଁ ରେ ଦଶ ବର୍ଷ ର ଝିଅ କୁ ଦୁଷ୍କର୍ମ ଅଭିଯୋଗ।ଗଣ୍ଡମଳା ଗାଁ ର ପ୍ରହଲାଦ ବେହେରା ଙ୍କ ଦଶ ବର୍ଷର ଝିଅ ଏକା ଥିବା ର ସୁଯୋଗ ନେଇ ସେହି ଗାଁ ର ପଚାଶ ବର୍ଷୀୟ ଦିଲେଶ୍ଵର ବେହେରା ଦିନ ଗୋଟାଏ ବେଳେ ନଦୀ କୂଳ କୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ l ସମସ୍ତ ଘଟଣା ଝିଅ ଟି କାନ୍ଦି କାନ୍ଦି ଆସି ତା ମାଇଁ କୁ କହିଲା ପରେ ଅଭିଯୁକ୍ତକୁ କୁ
ଧରି ଗାଁ ଲୋକେ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.