ଦୁଃଖ ଖବର:ମର୍ମନ୍ତୁଦ ଦୁର୍ଘଟଣା BreakingCurrent By MEDIA INDIA News On Oct 25, 2020 0 479 Share ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତିୟ ରାଜପଥ ଜରପଡା ନିକଟରେ ଥିବା ନିୟୁ ତପୋବନ ଢ଼ାବା ସାମରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ ପଛରେ ପିଟି ହୋଇ ଟ୍ରଲର ଚୁରମାର।ଦୁଇ ମୃତ। ଘଟଣା ସ୍ଥଳରେ ଅନୁଗୁଳରୁ ଦମକଳ ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ମୃତକ ଙ୍କ ପରିଚୟ ମିଳିପାରିନାହିଁ। 0 479 Share FacebookTwitterGoogle+ReddItWhatsAppPinterestEmail