Webportal

ଦୁଃଖ ଖବର:ମର୍ମନ୍ତୁଦ ଦୁର୍ଘଟଣା

0 422

ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତିୟ ରାଜପଥ ଜରପଡା ନିକଟରେ ଥିବା ନିୟୁ ତପୋବନ ଢ଼ାବା ସାମରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ ପଛରେ ପିଟି ହୋଇ ଟ୍ରଲର ଚୁରମାର।ଦୁଇ ମୃତ। ଘଟଣା ସ୍ଥଳରେ ଅନୁଗୁଳରୁ ଦମକଳ ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ମୃତକ ଙ୍କ ପରିଚୟ ମିଳିପାରିନାହିଁ।

Leave A Reply

Your email address will not be published.