Webportal

ଚଢ଼ାଉରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ

0 218

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ ଗଞ୍ଜେଇ ଗଛ ଜବତ କରିଛନ୍ତିି। ଥାନାଧିକାରୀ ସତ୍ୟବ୍ରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘାଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଚଢ଼ାଉ କରାଯାଇ ଗଛଗୁଡ଼ିକୁ କାଟିବା ସହ ପୋଡ଼ି ନଷ୍ଟ କରିଦିଆଯାଇଛି। ଏହି ଚଢ଼ାଉରେ ଛେଣ୍ଡିପଦା ଥାନା ଏସ୍‌ଆଇ ଓ୍ବାସିମ୍‌ ଅବଦୁଲ ଖାନ୍‌ ଏବଂ ଫରେଷ୍ଟର କଳାକାର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.