ଘୋଷଣା ହେଲା ଗ୍ରୀଷ୍ମ ଛୁଟି ଆସନ୍ତା ୧୮ ତାରିଖରୁ ଖରା ଛୁଟି Latest News By MEDIA INDIA News On Apr 16, 2019 0 325 Share ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଆଖିରେ ରଖି ରାଜ୍ୟ ସରକାର ଚଳିତ ଅପ୍ରେଲ ମାସ ୧୮ ତାରିଖରୁ ସମସ୍ତ ସ୍କୁଲ ମାନଙ୍କ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି।ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠି ଆଜି ସୂଚନା ଦେଇଛନ୍ତି। 0 325 Share FacebookTwitterGoogle+ReddItWhatsAppPinterestEmail