Webportal

ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ମୃତ୍ୟୁ

0 282

ଅନୁଗୁଳ ସହର ହୁଲୁରିସିଂହା ପୋଲ ନିକଟରେ ଦୁର୍ଘଟଣା। ଅନୁଗୁଳରୁ ରନ୍ତଲେଇ ଗ୍ରାମର ଦୁଖବନ୍ଧୁ ଦାସ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଓ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ,ଯେଉଁଠି ତାଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଯୋଗୁଁ ଡାକ୍ତର କଟକ ରେଫର କରିଥିଲେ କିନ୍ତୁ ଅନୁଗୁଳ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା

Leave A Reply

Your email address will not be published.