Webportal

ଗାଧୋଇବାକୁ ଯାଇ ହାରିଲେ ଜୀବନ

0 179

ଗତ କାଲି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ ଗ୍ରାମର କୃଷ୍ଣଚନ୍ଦ୍ର ଭୂକ୍ତା(୪୨) ନିକଟସ୍ତ ବ୍ରିଜରେ ଗାଧୋଇବା ବେଳେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ଭୂକ୍ତା କେତେବେଳେ ଗାଧୋଇ ଯାଇଥିଲେ ଜଣା
ନ ପଡିଥିବା ବେଳେ, ଅପରାହ୍ନ ପ୍ରାୟ ପାଞ୍ଚ ଘଟିକା ସମୟରେ ସେହି ଗ୍ରାମର ଜଣେ ବ୍ୟକ୍ତି ଗାଧୋଇ ଯାଇଥିବା ବେଳେ ଭୂକ୍ତାଙ୍କ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ ଯାହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଥିଲେ।

Leave A Reply

Your email address will not be published.