Webportal

ଖାଦ୍ୟ, ଗୁଟଖା ବେପାରି ଙ୍କ ଉପରେ ଚଢାଉ, ୨୧ ଦୋକାନ କୁ ଫାଇନ

0 226

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁମଣ୍ଡ ଏବଂ ପ୍ରଗତି ନଗର ଅଞ୍ଚଳରେ ବେପାର କରୁଥିବା ଗୁଟଖା ଏବଂ ଖାଦ୍ୟ ଦୋକାନୀ ମାନଙ୍କ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ରେ DPHO ଧନଞ୍ଜୟ ବେହେରା, FSO ହରପ୍ରିୟା ବେହେରା, ଡ୍ରଗ୍ ଇନ୍ସପେକ୍ଟର, FSO ସୁମିତ୍ ସୌରଭ ପରିଡା, MTS ନୀଳାମ୍ବର ପ୍ରଧାନ, ଅନୁଗୋଳ ପୋଲିସ ବିଭାଗ ସାମିଲ ହୋଇଥିଲେ। କୁମଣ୍ଡ ଏବଂ ପ୍ରଗତି ନଗର ଅଞ୍ଚଳରେ ବେପାର କରୁଥିବା ଖାଦ୍ୟ ଉପରେ ସଫାସୁତରା, ବାସୀ ଖାଦ୍ୟ, ତେଲ, କଲର ଆଦି ଯାଞ୍ଚ କରାଯାଇଥିଲା ସହ ଗୁଟଖା ସିଗାରେଟ ଆଦି ଉପରେ ଚଢାଉ କରାଯାଇ ୨୧ ଗୋଟି ଦୋକାନ ଉପରେ ଫାଇନ କରାଯାଇଥିଲା।

Leave A Reply

Your email address will not be published.