Webportal

କୁକୁର କାମୁଡ଼ାରେ ୩୦ ଆହତ

0 206

ଅନୁଗୁଳ ନିକଟ ବନ୍ତଳା ତଳଗଡ଼ ଗାଁ ରେ ବୁଲା କୁକୁର କାମୁଡ଼ାରେ ୩୦ ଆହତ। ଆହତ ମାନେ ଅନଗୁଳ ମେଡ଼ିକାଲ ରେ ଭର୍ତ୍ତି। ଆଜି ଦିନରେ ଗୋଟିଏ କୁକୁର ଗାଁରେ ବୁଲି ବୁଲି ୩୦ ଜଣଙ୍କୁ କାମୁଡି ପକାଇଛି।

Leave A Reply

Your email address will not be published.