Webportal

କରୋନା ପାଇଁ ବିନିକେଇ ପୀଠ ଯାତ୍ରା ବନ୍ଦ

0 297

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବିନିକେୟୀଙ୍କ ପୀଠରେ ଚଳିତ ମାସ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରାକୁ କରୋନା ସଂକ୍ରମଣ ରୋଗ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ କରାଯାଇଛି।ମା’ ବିନିକେୟୀଙ୍କ ପୀଠ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଯାତ୍ରା ରେ ବହୁ ଜନସମାଗମ ହୋଇଥାଏ ତାହାକୁ ଅାଖି ଅାଗରେ ରଖି ଏହି ଯାତ୍ରାକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.