Webportal

ଏବେବି ଅନୁଗୁଳ ଜିଲ୍ଲାବାସୀ ସାବଧାନ ହେବା ଉଚିତ: ସରକାରୀ ଭାବେ ୧୦୬ ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 460

ଅନୁଗୁଳ ଜିଲ୍ଲାର ଦୁଇଟି ଶିଳ୍ପସଂସ୍ଥା ରୁ ସାତ ଜଣଙ୍କ ସମେତ ସମୁଦାୟ ଦଶ ଜଣ ଆଜି ଜିଲ୍ଲାରୁ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି।ସମସ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।ଆଜି ଜିଲ୍ଲାରେ ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ ଛୁଇଁଲା।ଏମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.