Webportal

ଆଜି ଅନୁଗୁଳ ଜିଲ୍ଲାର ଗୋଟିଏ ଗ୍ରାମରୁ ୧୧ ଆକ୍ରାନ୍ତ ଚିହ୍ନଟ: ଗୋଷ୍ଟି ସଂକ୍ରମଣ ଆଶଙ୍କା ବଢୁଛି,ସାବଧାନ ରୁହନ୍ତୁ

0 433

ଆଜି ଅନୁଗୁଳ ଜିଲ୍ଲାରୁ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହେବସହ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୩୫୮ ରେ। ସମସ୍ତ ଆକ୍ରାନ୍ତ ବନରପାଳ ବ୍ଲକ ର ଗୋଟିଏ ଗ୍ରାମର ବାସିନ୍ଦା ଯେଉଁମାନେ ସେହି ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି।ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଇତି ମଧ୍ୟରେ ଆଉ ୨୨ ଜଣ ସୁସ୍ଥ ହେବାପରେ ଜିଲ୍ଲାରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ପହଁଚିଛି ୨୬୧ ରେ। ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.