Webportal

ଅଗଷ୍ଟ ମାସ ପାଇଁ ଆସିଲା ଅନୁଗୁଳ ଜିଲ୍ଲାପାଳଙ୍କ ସଂକ୍ଷିପ୍ତ ନିର୍ଦେଶନାମା:ବିସ୍ତୃତ ନିର୍ଦେଶାବଳୀ ଆସିବ ପରବର୍ତ୍ତୀ ପର୍ଯ୍ୟାୟରେ

0 364

ଅନୁଗୁଳ ଜିଲ୍ଲାପାଳଙ୍କ ତାଜା ନିର୍ଦେଶନାମା ଅନୁଯାୟୀ ଅଗଷ୍ଟ ମାସର ପ୍ରଥମ ଶନିବାର ଓ ରବିବାର ଜିଲ୍ଲାରେ ସଟ ଡାଉନ ବଳବତ୍ତର ରହିବ।ମାସର ବାକି ସମୟରେ ସଟ ଡାଉନ ସମ୍ବଧିୟ ନିଷ୍ପତ୍ତି ପରେ ନିଆଯିବ।ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ମଧ୍ୟ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ।ସଟ ଡାଉନ ସମୟରେ କ୍ଷୀର ଦୋକାନ ଖୋଲା ରହିବା ସହ ଖାଦ୍ୟ ସାମଗ୍ରୀ,ତେଜରାତି, ପନିପରିବା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି ହୋଇପାରିବ।

Leave A Reply

Your email address will not be published.