Webportal
Browsing Category

State

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଙ୍କ ଏବେ ଡେରା

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଏବେ ଡେରା ପକାଇଛନ୍ତି।ସିବିଆଇ, ଇଡି ନଜରରେ ଓଡିଶା।ଚିଟ୍‌ଫଣ୍ଡ ମାମଲା, କଳା ଟଙ୍କା ଠୁଳ ଓ ଆୟକର ଫାଙ୍କି ଅଭିଯୋଗ, ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଲଗାତାର କେନ୍ଦ୍ରୀୟ ସଂସ୍ଥା ସବୁ ଓଡିଶାରେ ସକ୍ରିୟ ଅଛନ୍ତି।ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ ଘଟଣାରେ…
Read More...

କଂଗ୍ରେସ ଭବନ ସାମ୍ନାରେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକଙ୍କ ଜୋରଦାର ବିରୋଧ

କଂଗ୍ରେସ ଭବନ ସାମ୍ନାରେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକଙ୍କ ଜୋରଦାର ବିରୋଧ। ଜଗତସିଂହପୁର ଓ କଟକରୁ ବହୁ ସଂଖ୍ୟାରେ ସମର୍ଥକ ଆସି କଂଗ୍ରେସ ଭବନ ବାହାରେ ବିରୋଧ ପ୍ରଦର୍ଶନ କରିଥିବାବେଳେ ଚିରଞ୍ଜୀବ ଓ ମୋକିମଙ୍କ ସମର୍ଥକ କଂଗ୍ରେସ ଭବନକୁ ଧସେଇ ପଶିଥିଲେ | ଆଜି କଂଗ୍ରେସ ଭବନରେ…
Read More...

ହୋଟେଲ ଅଳିଆ କୁ ସେହି ହୋଟେଲ ସାମ୍ନାରେ ପକାଗଲା

ଭୁବନେଶ୍ୱର ରେ  ଏମସି କମିଶନରଙ୍କ ଉପସ୍ଥିତିରେ ଦୋକାନର ଅଳିଆକୁ ଦୋକାନ ସାମ୍ନାରେ ଟ୍ରାକ୍ଟର ଲଗାଇ ପକାଇଛନ୍ତି। କଳ୍ପନା ଛକ ନିକଟରେ ଥିବା ଏକ ହୋଟେଲରୁ ନିର୍ଗତ ଅଳିଆ ଦୀର୍ଘ ଦିନ ଧରି ରାସ୍ତା ଉପରେ ପଡି ରହିଥିଲା, ଯାହା ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ। ତେବେ ବିଏମସି…
Read More...

ଜଗତସିଂହପୁର ବିଜେଡି ଜିଲ୍ଲା କମିଟି ପୁର୍ନଗଠନରେ ଅପରାଧ ଓ ଅନ୍ୟାନ୍ୟ ମାମଲାରେ ଜେଲ୍ ଫେରନ୍ତା ୨ଜଣ ବ୍ୟକ୍ତିଙ୍କୁ…

ଜଗତସିଂହପୁର ବିଜେଡି ଜିଲ୍ଲା କମିଟି ପୁର୍ନଗଠନରେ ଅପରାଧ ଓ ଅନ୍ୟାନ୍ୟ ମାମଲାରେ ଜେଲ୍ ଫେରନ୍ତା ୨ଜଣ ବ୍ୟକ୍ତିଙ୍କୁ ଉପସଭାପତି ଭାବେ ସାମିଲ କରାଯାଇଛି । ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନାଙ୍କ ସମେତ ମୋଟ ୧୦୫ଜଣଙ୍କୁ ଏହି କମିଟିରେ ସ୍ଥାନ ମିଳିଥିବାବେଳେ ଗ୍ୟାଙ୍ଗଷ୍ଟର…
Read More...

ମିଛ ଲାଗୁଥିଲେ ବି ସତ; ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ବିରୋଧରେ ସ୍ବରକୁ ଅଧିକ ଶାଣିତ କରିବ ବିଜୁ ଜନତା ଦଳ

ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ବିରୋଧରେ ସ୍ବରକୁ ଅଧିକ ଶାଣିତ କରିବ ବିଜୁ ଜନତା ଦଳ । ସଂଘୀୟ ବ୍ୟବସ୍ଥା କଥା ଉଠାଇ କେନ୍ଦ୍ର ବିରୋଧରେ ସଂସଦରେ ସ୍ବର ଉତ୍ତୋଲନ କରିବାକୁ ନିଜ ଦଳର ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ସାଧାରଣ ନର୍ବାଚନ ପ୍ରାୟ ୧୦ ମାସ ଥିବା…
Read More...

ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି

ଶବ ସତ୍କାର ବେଳେ ମହୁଲି ନିଶାରେ ଯୁବତୀଙ୍କ ଦରପୋଡା ଶବକୁ ଖାଇଲେ ଦୁଇ ବ୍ୟକ୍ତି।ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଅଭାବନୀୟ ଘଟଣା।ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ମୃତ୍ୟୁ ପରେ ଗାଁ ମଶାଣିରେ ଶବ ପୋଡା ଚାଲିଥିବା ସମୟରେ…
Read More...

ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ବଦଳିଲା ପୋଷାକ ରଙ୍ଗ

ନବମ-ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ, ବଦଳିଲା ପୋଷାକ ରଙ୍ଗ।ଏଣିକି ନବମ-ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟ ମିଳିବ ମାଗଣା ୟୁନିଫର୍ମ। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ସୁବିଧା ପାଇପାରିବେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ…
Read More...

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ।ପ୍ରତି ପଞ୍ଚାୟତକୁ ମିଳିବ ସ୍ୱତନ୍ତ୍ର ଅନୁଦାନ । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ପାଇଁ ପ୍ରାୟ ୫୬୪୦କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର ଆଜି ପୁଣି ୧୨୮୪.୪୯କୋଟି ଟଙ୍କା ଖର୍ଚ୍ଚ କରିବା…
Read More...

କମିଶନରେଟ ପୁଲିସ ଧରିଲା ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ

କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗିରଫ ‍ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ ଓରଫ ବିଟୁ…
Read More...

ସେବାୟତ ବେଶରେ ରଥରେ ଚଢିଥିଲେ ଅଣ ସେବାୟତ

ସେବାୟତ ବେଶରେ ରଥରେ ଚଢ଼ିଥିଲେ ଅଣସେବାୟତ । ମହାପ୍ରଭୁଙ୍କୁ ଛୁଇଁ ଉଠାଇଥିଲେ ଫଟୋ, ଉଠିଲା ପ୍ରଶ୍ନ, ରଥରେ କେମିତି ଚଢ଼ିଲେ ଅଣସେବାୟତ?ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ଅନେକ ଭକ୍ତ ରଥ ଉପରକୁ ଚଢିଥିବାର ଫଟୋ ଏବେ…
Read More...