ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ର ଆତ୍ମହତ୍ୟା ସନ୍ଦେହ
ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ’ର ଆତ୍ମହତ୍ୟା କରିଥିବା ଅଭିଯୋଗ।
ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁର ସମରେନ୍ଦ୍ର ସେନାପତି ଏକ ରଙ୍ଗ କମ୍ପାନୀରେ କାମ କରନ୍ତି। କିଛିଦିନ ତଳେ ସେ ଘରକୁ ଆସିଥିଲେ। ଆଜି…
Read More...
Read More...