Webportal
Browsing Category

State

ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀ: କେନ୍ଦ୍ରମନ୍ତ୍ରୀ ଓ ବାଚସ୍ପତିଙ୍କ ମଝିରେ ବସିଲେ

ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଚର୍ଚ୍ଚାରେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଆଜି ଶପଥ ଗ୍ରହଣ ସମାରୋହ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଗଧାଡ଼ିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା…
Read More...

ଶୁଣନ୍ତୁ ପାଣ୍ଡିୟାନ ବାବୁ ; ଶବକୁ ୮ କିମି ବୋହିଲେ ପରିବାର ଲୋକ

ଶବକୁ ୮ କିମି ବୋହିଲେ ପରିବାର ଲୋକ।ଆଠ କିଲୋମିଟର ଶବକୁ କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ ।ସୂଚନା ଅନୁଯାୟୀ, ସରଧାପୁର ଗାଁର ନରେନ୍ଦ୍ର ମାଝୀଙ୍କ ପତ୍ନୀ ଦେମାଲି ମାଝୀ ଅସୁସ୍ଥ…
Read More...

୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ

୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ।ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ନୂଆନିଯୁକ୍ତି। ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ। ତାଙ୍କୁ…
Read More...

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ। ମୃତ ମହିଳା ଜଣଙ୍କ ହେଲେ ସୌଦାମିନୀ ରଥ।ସୌଦାମିନୀ ଘରେ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ସୌଦାମିନୀ ନିଜ ଘରେ ଫୋନରେ…
Read More...

ଦୋକାନ ବନ୍ଦ ସମୟରେ ବନ୍ଧୁକ ମୁନରେ ଲୁଟ

ରାତି ପ୍ରାୟ ୧୦ କି ୧୧ ହେବ । ଦୋକାନ ବନ୍ଦ କରିବା ପରେ ଘରକୁ ବାହାରୁଥିଲେ ଦୁଇ ଭାଇ । ହେଲେ ଏତିକି ବେଳେ ହଠାତ୍‌ ଆସିଯାଇଥିଲେ ୨ ଦୁର୍ବୃତ୍ତ । ଖାଲି ଆସିଥିଲେ ତାହା ନୁହେଁ ବରଂ ସାଙ୍ଗରେ ଆଣିଥିବା ବନ୍ଧୁକ ଦେଖାଇ ଦୋକାନରୁ ଆରମ୍ଭ କରିଦେଇଥିଲେ ଲୁଟ୍‌ପାତ୍‌ । ଏମିତିକି ସୁନା ଚେନ୍‌କୁ…
Read More...

ବିଲେଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଜୀବନ

ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ। ହେଲେ କୂଅ ଭିତରେ ଚାଲିଗଲା ଜଣକ ଜୀବନ। ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ। ସେ ଜଣେ ଆଇସ୍‌କ୍ରିମ୍‌…
Read More...

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋର୍ଡ ହେବ ଲାଗୁ

ଭକ୍ତଙ୍କ ପୋଷାକରେ ଶାଳୀନତା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ କହିଛନ୍ତି, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ଶାଳୀନତା ରହୁନାହିଁ। ଏହା ଦ୍ବାରା ଶ୍ରୀମନ୍ଦିରର ସମ୍ମାନହାନୀ ହେଉଛି। ତେଣୁ ଭକ୍ତମାନଙ୍କୁ ଅନୁରୋଧ କରାଯିବ ଯେ, ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ…
Read More...

ପଡ଼ୋଶୀଙ୍କ ଘର ବନ୍ଧା ପକାଇ ଋଣ କରିବା ପଡ଼ିଲା ମହଙ୍ଗା

ପଡ଼ୋଶୀଙ୍କ ଘର ବନ୍ଧା ପକାଇ ଋଣ କରିବା ପଡ଼ିଲା ମହଙ୍ଗା । ଚାଲାକି ଧରାପଡ଼ିବା ପରେ ବନ୍ଧା ହୋଇଛନ୍ତି ମହିଳା । ହେଲେ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି । ଭୁବନେଶ୍ୱରରେ ପଡ଼ୋଶୀ ଘର ବନ୍ଧା ରଖି ୨୪ ଲକ୍ଷ ଟଙ୍କା ନେଇଯାଇଥିଲେ ଦମ୍ପତି । ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା ନାମକ ମହିଳା ନିଜ…
Read More...

୧୦ରୁ ବସ୍‌ ଧର୍ମଘଟ

୧୦ରୁ ବସ୍‌ ଧର୍ମଘଟ : ମାଲିକ ସଂଘ।ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ।ଅନିର୍ଦ୍ଦିଷ୍ଟ କାଳ ବସ୍‌ ଧର୍ମଘଟ କରିବାକୁ ମାଲିକ ସଂଘର ଘୋଷଣା।ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା।‘ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ’।‘୧୦ ତାରିଖ…
Read More...