କିଟ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୋରଦାର ଝଟକା ; ଜମିର କିସମ ବଦଳାଇବା ଉପରେ ରୋକ
୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ଲାଗିଲା ରୋକ୍। ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନିଜେ କିସମ ପରିବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ। କିନ୍ତୁ ନିର୍ବାଚନ ପରେ କେନ୍ଦ୍ରରେ ସମାନ ସରକାର ଥିବା ବେଳେ ମନ୍ତ୍ରୀ ବଦଳିଛନ୍ତି। ତେଣୁ ଏହି ଜମିର କିସମ ପରିବର୍ତ୍ତନ ଉପରେ ରୋକ…
Read More...
Read More...