Webportal
Browsing Category

State

ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ର ମୋହର

ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ର ମୋହର।ସୁଭଦ୍ରା ଯୋଜନା ପାଇଁ ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।୨୧ ବର୍ଷରୁ ୬୦ ବର୍ଷ ବୟସ୍କ ମହିଳା ପାଇବେ ସୁବିଧା।ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି।ପ୍ରତିବର୍ଷ ରାଖି ପୂର୍ଣ୍ଣିମା ଓ ମହିଳା ଅନ୍ତର୍ଜାତୀୟ ଦିବସରେ…
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା।ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ।ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା…
Read More...

ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ

ବ୍ରହ୍ମପୁରରେ ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ।ବଡ଼ବଜାର ଥାନା ସପ୍ତମ ଗଳିରେ ଘରେ ଶ୍ରାଦ୍ଧ ଦିଆଯିବା ବେଳେ ଅଘଟଣ।ଛୁରାମାଡ଼ରେ ୧୩ ବର୍ଷର ଭଉଣୀ ମୃତ, ଅନ୍ୟ ଜଣେ ଭାଇ ଗୁରୁତର।ଛୁରାମାଡ଼ର କାରଣ ଅସ୍ପଷ୍ଟ, ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର।୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ…
Read More...

ବିଧାନସଭାର ନବନିର୍ବାଚିତ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବହିଷ୍କାର କରିବାକୁ ବିଜେଡିର ନିଷ୍ପତ୍ତି

ଓଡିଶା ବିଧାନସଭାକୁ ନବ ନିର୍ବାଚିତ ସଦସ୍ୟ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ସଦସ୍ୟ ନ ଥିବା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା…
Read More...

ବ୍ଲାକରୋଜ୍ ବୁଡ଼ି ମାମଲା: ସିବିଆଇ ନେଇପାରେ ତଦନ୍ତ ଦାୟିତ୍ୱ

ବ୍ଲାକରୋଜ୍ ବୁଡ଼ି ମାମଲା: ସିବିଆଇ ନେଇପାରେ ତଦନ୍ତ ଦାୟିତ୍ୱ, ବଢ଼ିଲା ବବି ଦାସଙ୍କ ଅଡ଼ୁଆ।ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍‌’ ଚୀନ ନେଇ ଯାଉଥିଲା…
Read More...

ଘରେ ଘରେ ତ୍ରିରଙ୍ଗା ଅଭିଯାନ

'ଘରେ ଘରେ ତ୍ରିରଙ୍ଗା ଅଭିଯାନ'।ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ।ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି ଓ ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର…
Read More...

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ୩୫ ହଜାର ଜରିମାନା

ଦୀର୍ଘ ୮ ବର୍ଷ ତଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି । କୁଜଙ୍ଗ ବାମଦେଇପୁରର ମକର ମଳିକକୁ ଜଗତସିଂହପୁର ଫାଷ୍ଟ ଟ୍ରାକ ବିଚାରପତି ଅଜୟକୁମାର ମହାନ୍ତିଙ୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିବାସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୫ ହଜାର ଟଙ୍କା ଜୋରିମାନା ପାଇଁ…
Read More...

ନଗର ଉନ୍ନୟନ ମନ୍ତ୍ରୀ ଅପଦସ୍ତ

ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ ନାୟକଙ୍କୁ ଆଜି ହଟହଟା ହୋଇ ଚାକିରିରୁ ବିଦା ହେବାକୁ ପଡ଼ିଛି । ମାତ୍ର ମାସକ ପୂର୍ବରୁ ତାଙ୍କୁ ‘ଜାଗା ମିଶନ’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଥଇଥାନ କରିଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କିନ୍ତୁ ଶ୍ରୀ ନାୟକଙ୍କ ଏହି ପୁନଃଥଇଥାନ…
Read More...

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଅବଧି ଅଗଷ୍ଟ ୩୧ରେ ସରିବ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଅବଧି ଅଗଷ୍ଟ ୩୧ରେ ସରିବ !ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି। ୨୦୧୮ରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। ପ୍ରତି ବର୍ଷ…
Read More...

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି।ନିର୍ବାଚନ ସମୟରେ ଓଡିଆ ଅସ୍ମିତା ର ଭାଷଣ କେବଳ ଜିତିବା ପାଇଁ । ସରକାର ଗଠନ ପରେ ଓଡିଆ ଅସ୍ମିତା ର କଥା ବର୍ତ୍ତମାନ ପାଇଁ ଅତୀତ।ତାମିଲ ପାଣ୍ଡିୟାନ ଶାସନ ବ୍ୟବସ୍ଥା ଦେଖିଲେ ଓଡିଆ ଅସ୍ମିତା ବିପଦରେ।ହରିୟାଣା ର ମନୋଜ…
Read More...