ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା
ଆସନ୍ତାକାଲି ବନ୍ଦ୍ ରହିବ ତାଳଚେର । ୧୨ ଘଣ୍ଟିଆ ତାଳଚେର ବନ୍ଦ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ସରକାର ମେଡିକାଲ କଲେଜ ଚଳାଇବାର ତାରିଖ ଘୋଷଣା ଦାବିରେ ବନ୍ଦ ଡାକରା ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ…
Read More...
Read More...