Webportal
Browsing Category

State

ସୋମବାର ଠାରୁ ମୁଢି, ଚୁଡ଼ା ଆଦି ଉପରେ ଲାଗିବ ଜିଏସଟି

ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ…
Read More...

ରାଜ୍ୟରେ ଲଗାତାର ବଢୁଛି ସଂକ୍ରମଣ; ଆଜି ପୁଣି ହଜାରେ ପାର

ଗତକାଲି ଭଳି ଆଜି ବି ହଜାରେ ଉପରେ ରହିଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ। ଗତକାଲି ୧୦୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧…
Read More...

ଓଡ଼ିଶାର ମୁଦ୍ରାସ୍ଫୀତି ହାର ଜାତୀୟ ହାରଠୁ ଅଧିକ

ରାଜ୍ୟର ଦରଦାମ୍ ସ୍ଥିତି ଜାତୀୟ ହାରଠାରୁ ଅଧିକ ଖରାପ ରହିଛି। ଜୁନ୍‌ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୭୧ ପ୍ରତିଶତ ରହିଛି ଯାହା ଜାତୀୟ ହାର ୭.୦୧%ଠାରୁ ଅଧିକ। ଓଡ଼ିଶାର ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୭.୯୩ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ହାର ୭.୨୩ ପ୍ରତିଶତ ରହିଛି…
Read More...

୧୪ ଜଣ ଛାତ୍ରଛାତ୍ରୀ ବନ୍ୟା ଯୋଗୁଁ ଘରକୁ ଫେରି ନ ପାରି ଗ୍ୟାରେଜରେ କଲେ ରାତ୍ରିଯାପନ

ବନ୍ୟା ପାଣି ଯୋଗୁଁ ନାଳ ଅତିକ୍ରମ କରିପାରି ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କୁ ରାତି ସାରା ଗ୍ୟାରେଜରେ ବିତାଇବାକୁ ପଡ଼ିଛି। ଏଥିରୁ ବୌଦ୍ଧ ଜିଲ୍ଲା ଗମନାଗମନ କ୍ଷେତ୍ରରେ କେତେ ବିକଶିତ ତାହା ଜଣାପଡୁଛି। ବର୍ଷା ପରେ ବନ୍ୟା ପାଣି ଯୋଗୁଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ଲଷ୍ମୀ ନାଳ…
Read More...

ବାପା ହେଲେ ଅଲୋଡ଼ା, ରଥଯାତ୍ରା ବାହାନାରେ ବୃଦ୍ଧ ବାପାଙ୍କୁ ବଡ଼ଦାଣ୍ଡରେ ଛାଡ଼ିଦେଇ ଚାଲିଗଲା ପୁଅ

ବାପାଙ୍କୁ ରଥଯାତ୍ରା ଦେଖେଇବାକୁ ଆଣି ବଡ଼ଦାଣ୍ଡରେ ଛାଡ଼ି ଦେଇ ପଳାଇଛି ପୁଅ । ପାଳି ପୋଷି ବଡ଼ କରିଥିବା ବାପା ଏବେ ଅଲୋଡ଼ା। ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ଜଗବନ୍ଧୁ ନାୟକ (୭୫)।ବୃଦ୍ଧ ଜଗବନ୍ଧୁ କହିଛନ୍ତି, ଶିବରାମ, ସମୀର, ଶଙ୍କର ଓ ସୁଶାନ୍ତ ନାମକ ତାଙ୍କର ୪…
Read More...

ସ୍ବାମୀ ସ୍ତ୍ରୀକୁ କାଦୁଅରେ ଘୋଷାଡି ଘୋଷାଡି ବେଲ୍ଟରେ ମାରିଲା ମାଡ

ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ । ମହିଳା ହେଉ ବା ପୁରୁଷ କାହାକୁ କଣ ସତରେ ଏପରି ଅମାବୀୟ ଭାବେ ମାଡ ମରାଯାଇପାରେ।  ଜଣେ ମହିଳାଙ୍କୁ ଘର ବାହାରେ ଘୋଷାରି ଘୋଷାରି କାଦୁଅରେ ମାଡ ମରାଯାଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ

ପରୀକ୍ଷା ପୂର୍ବରୁ ଲିକ୍ ହେଲା ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏନେଇ ଅଭିଯୋଗ ଆସିବା ପରେ +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜିର ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ…
Read More...

ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ବାନ୍ଧବୀ ଆଣିଲେ ସେକ୍ସ ରାକେଟ୍ କାରବାର ଅଭିଯୋଗ

ପ୍ରେମ ସମ୍ବୋଧିୟ ଖବର କୁ ନେଇ ଗତ କିଛି ଦିନ ଚର୍ଚ୍ଚାରେ ରହି ଆସୁଥିବା ତିର୍ତ୍ତୋଲ ବିଧାୟକଙ୍କ ପାଇଁ ଏବେ ଅଡ଼ୁଆ ଆହୁରି ବଢ଼ିଯାଇଛି । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ରାଜନୀତି ସରଗରମ ହେବା ସହ ରାଜ୍ୟ ସାରା ଚର୍ଚ୍ଚା…
Read More...

କିଡନୀ ପ୍ରତିରୋପଣରେ ବିଫଳ ହେଲା ବଡ ମେଡିକାଲ

କଟକର ଏସସିବି ମେଡିକାଲ କଲେଜ । ଏମ୍ସ-ପ୍ଲସ ହସ୍ପିଟାଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ କିଡନୀ ପ୍ରତିରୋପଣ କରିବାରେ ଅସଫଳ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ରାଜ୍ୟର ସବୁଠାରୁ ବଡ ମେଡିକାଲ କଲେଜ ଏସସିବିର ଅବହେଳା ଓ ଦାୟିତ୍ୱହୀନତା ପଦାକୁ ଆସିଛି । ଭୁବନେଶ୍ୱର…
Read More...

କଉଠି ସାତକୋଶିଆର ୧୫ ବର୍ଷିୟ ବାଘୁଣୀ? ନଭେମ୍ବର ୨୦୨୧ରୁ କ୍ୟାମେରାରେ ଟ୍ରାପ ହୋଇପାରୁନି ବାଘୁଣୀର ଚିତ୍ର।

ସାତକୋଶିଆର ଲୋପ ପାଇଗଲା କି ବାଘ ବଂଶ । ୯ ମାସ ହେଲା ଏକ ବାଘୁଣୀର ଖୋଜଖବର ନାହିଁ । ଗତ ନଭେମ୍ବର ମାସରୁ ୧୫ ବର୍ଷିୟ ବାଘୁଣୀର ପତା ପାଉନାହିଁ ବନବିଭାଗ । କ୍ୟାମେରାରେ ମଧ୍ୟ ବାଘୁଣୀର ଟ୍ରାପ୍ ହୋଇପାରୁନାହିଁ । ବାଘୁଣୀ ନିଖୋଜ ଖବର ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ୨୦୧୦…
Read More...