Webportal
Browsing Category

State

ଚାଷୀଙ୍କ ଆବଶ୍ୟକ ୟୁରିଆ, ଜବରଜସ୍ତ୍ ଦିଆଯାଉଛି ଗ୍ରୋମର ଓ ଜିପ୍ଟମାଇଟ ପ୍ଲସ ସାର!

ଖରିଫ ଋତୁରେ ମାଲକାନଗିରି ଜିଲ୍ଲାରେ ସାର ସଂକଟ ଦେଖାଖଯାଇଛି। ଚାଷୀଙ୍କୁ ୟୁରିଆ ସାର ଦରକାର ଥିଲା ବେଳେ ସେମାନଙ୍କୁ ଗ୍ରୋମର ଓ ଜିପ୍ଟମାଇଟ୍‌ ସାର ମିଳୁଥିବା ଅଭିଯୋଗ ହେଉଛି। ଗତ କିଛି ଦିନ ହେଲା ସାର ଦୋକାନୀ ଏବଂ ହୋଲସେଲର ଦୋକାନୀମାନଙ୍କ ଦାଦାଗିରି ବଢିଯାଇଛି ବୋଲି ଆଜି ଜଣେ ଆଗଧାଡିର…
Read More...

ସ୍କୁଲ୍‌ରେ ଆଶ୍ରୟ ଦେଇ ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଝୁମ୍ପାଣ ଅଞ୍ଚଳରେ ଗତକାଲି ବର୍ଷା ରାତିରେ ଘଟିଛି ଏକ ସ୍ପର୍ଶକାତର ଘଟଣା। ବର୍ଷା କାରଣରୁ ଝୁମ୍ପାଣ ପ୍ରାଥମିକ ସ୍କୁଲ‌ରେ ଆଶ୍ରୟ ନେଇଥିବା ନାବାଳକ ଭାଇ(୧୫)କୁ ଆକ୍ରମଣ କରିବା ସହ ନାବାଳିକା ଭଉଣୀ(୧୩)ଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରାଯାଇଛି।…
Read More...

କାର୍‌ ଚଢ଼ାଇଦେଲେ ; ଶଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ବର୍ତ୍ତିଲେ ଶ୍ୱଶୁର ଓ ପଥଚାରୀ

ସୋମବାର ଦିନ ସ୍ପଷ୍ଟ ଦିବାଲୋକରେ ନିଜ ଶଳା ଓ ଶ୍ବଶୁରଙ୍କ ଉପରେ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଓକିଲ। ଶଳା ଗୁରୁତର ଆହତ ହୋଇଥିବା ବେଳେ ଶ୍ବଶୁର ଓ କେତେଜଣ ପଥଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ କାର୍‌ ଧକ୍କାରେ ସମ୍ବଲପୁର ଏସ୍‌ପିଙ୍କ ବାସଭବନର ପାଚେରି…
Read More...

୧୦ ବର୍ଷ ପରେ ୨୦ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଗତ ୨୦୧୨ ମସିହାରେ କଣାସ ବ୍ଲକ ଅନ୍ତର୍ଗତ ଚଣ୍ଡପଡ଼ାର ବଳଜିତପୁର ଗାଁରେ ଥିବା ଏକ ସରକାରୀ ଜମିରେ ଥିବା ଚାକୁଣ୍ଡା ଗଛ କଟାକୁ କେନ୍ଦ୍ର କରି ବହୁଚର୍ଚ୍ଚିତ ମାନସ ବଳିଆରସିଂହ ହତ୍ୟାକାଣ୍ଡ ଘଟିଯାଇଥିଲା। ଏହି ହତ୍ୟାକାଣ୍ଡରେ ଏହି ଗାଁର ପ୍ରାୟ ୨୨ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିଲେ। ତେବେ ଏହି…
Read More...

ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା, ଆସନ୍ତା କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ୍ ଡାକରା

ଆତ୍ମହତ୍ୟା କରିଥିବା ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ବନ୍ଦ ପାଳନ ପାଇଁ ସଂଗଠନ ଆହ୍ୱାନ…
Read More...

କେବଳ ନବୀନଙ୍କୁ ପ୍ରଭାବିତ କରିବା ପାଇଁ ଭୁବନେଶ୍ବର ରେ କୋଭିଡ କଟକଣା; ସ୍ଵୟଂ ମେୟର ମଧ୍ଯ ବେପରୁଆ,ବିଏମସିର ଦୋମୁହାଁ…

ଦେଶ ତଥା ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଏନେଇ ଏବେ ବିଏମସି ବି କରୋନା କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହି କଟକଣାରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି କି, ପ୍ରେକ୍ଷାଳୟ କିମ୍ବା କୌଣସି କାର୍ଯ୍ୟକ୍ରମ କଲାବେଳେ ମାସ୍କ ପିନ୍ଧିବା…
Read More...

ବିଦ୍ୟୁତ୍ କେଳେଙ୍କାରୀର ନୂଆ ଫର୍ଦ୍ଦ: ଧରାପଡ଼ିଲେ ବି ଚାଲିଛି

ଉପଭୋକ୍ତାଙ୍କ ୩୫୪ କୋଟି କଂପାନି ନେଇଗଲେ ।କୋଟିଆବାସୀଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରଲୋଭିତ କରୁଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇନାହିଁ ବୋଲି ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅକଳରେ ପଡ଼ିଛନ୍ତି। ଏହି ପ୍ରସଙ୍ଗରେ ସତ କ’ଣ ସେ ସଂକ୍ରାନ୍ତରେ ସରକାରଙ୍କ ଠାରୁ…
Read More...

ଇଲିସି ଦର ଆକାଶଛୁଆଁ

ଧାମରା ଅଂଚଳରେ ଇଲିସି ମାଛର ଆକାଶଛୁଆଁ ଦର। ଚନ୍ଦନୀପାଳ କଣ୍ଟା ହେଉ କିମ୍ବା ଧାମରା ମାଛଧରା  ଜେଟି ହେଉ ସବୁଠି ଇଲିସି ମାଛର ଚାହିଦା। ମାଛର ସାଇଜ ଯେତିକି ବଡ ଦର ବି ସେତିକି ଉଚ୍ଚା। ଇଲିସିର ଏମିତି ଆକାଶଛୁଆଁ ଦର ଶୁଣି ସାଧାରଣ ଖାଉଟି କେବଳ ଦେଖି ଦେଖି ମନକୁ ବୁଝାଇ ଦେଉଛି। କିଲେ ଅଧେ…
Read More...

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି । ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ…
Read More...

ବିକଳ ଚିତ୍ର: ଦଉଡି ସାହାଯ୍ୟରେ ଭରା ନଦୀ ପାର୍ ହେଲେ ଗର୍ଭବତୀ

ଉଛୁଳା ସମାକୋଈ ନଦୀରେ ଗୁରୁତର ଥିବା ଜଣେ ଗର୍ଭବତୀଙ୍କୁ ତେଲକୋଇ ଅଗ୍ନିଶମ ବାହିନୀ ଦଉଡି ସାହାଯ୍ୟରେ ପାରି କରି ମେଡିକାଲକୁ ଆଣିବା ଭଳି ଲକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସରକାରଙ୍କ ପରିବା ପଣିଆକୁ ପଦାରେ ପକାଇଛି। ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ମୁଣ୍ଡା ସାହିକୁ ରାସ୍ତା ଖଣ୍ଡିଏ…
Read More...