ମଦ ବିକ୍ରି ପାଇଁ ଆଇନକାନୁନକୁ ଜଳାଞ୍ଜଳି ଦେଉଛି ଅବକାରୀ ବିଭାଗ
ଜନଗହଳିପୂର୍ଣ୍ଣ ରାସ୍ତା କଡରେ ମଦ ବାର ଖୋଲିବାକୁ ସବୁ ନିୟମକୁ ଜଳାଞ୍ଜଳି ଦେଇଛି ଅବକାରୀ ବିଭାଗ । ଯେଉଁ ରାସ୍ତା ଦେଇ ପ୍ରତିଦିନ ଶହଶହ ଛାତ୍ର ଛାତ୍ରୀ ସ୍କୁଲ ଓ କଲେଜ ଯାଉଛନ୍ତି ସେହି ରାସ୍ତା କଡରେ ମଦ ବାର ଖୋଲିବା ପାଇଁ କାହିଁକି ଅବକାରୀ ବିଭାଗ ତତ୍ପର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…
Read More...
Read More...