Webportal
Browsing Category

State

ପ୍ରବଳ ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ରାଜ୍ୟରେ ବର୍ଷା ଜାରି ରହିଛି। ମହାନଦୀ ଓ ବୈତରଣୀରେ ବନ୍ୟାଜଳସ୍ତରବ ବଢ଼ିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହେଉଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଅବପାତ ପରେ ଛତିଶଗଡ଼ ମୁହାଁ ହେବ ଲଘୁଚାପ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା…
Read More...

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ଜେଜେଏମ୍‌ ଯୋଜନାରେ ୩ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ…

ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି। ରାଜ୍ୟର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ…
Read More...

ପ୍ଲସ ଥ୍ରୀ ବା ଯୁକ୍ତ୩ ନାମଲେଖା ପାଇଁ ଆଜିଠୁ ଆବେଦନ ; ୧୦୦୪ କଲେଜରେ ଅଢ଼େଇ ଲକ୍ଷ ସିଟ୍‌

ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ(ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍ ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରି ଅଗଷ୍ଟ ୨୫ ପର୍ଯ୍ୟନ୍ତ ଆବେଦନ…
Read More...

ଧନ୍ୟ ପୋଷ୍ଟମାଷ୍ଟର; ଅଳିଆ ଗଦା ଓ ମାଟି ତଳୁ ଉଦ୍ଧାର ହେଲା ଆଧାର କାର୍ଡ

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ପୋଷ୍ଟମାଷ୍ଟରଙ୍କ ପର୍ଶୁଧର ରଣ ସିଂ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ଲୋକଙ୍କ ନାଁରେ ପୋଷ୍ଟ ଅଫିସକୁ ଆସିଥିବା ଆଧାର କାର୍ଡ କୁ ଲୋକଙ୍କ ପାଖରେ ନ ପହଞ୍ଚାଇ ତାକୁ ଅଳିଆ ଗଦାକୁ…
Read More...

ଜମିବାଡ଼ି ବିବାଦକୁ ନେଇ ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲରେ ବିଭତ୍ସ ହତ୍ୟା। ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ। ମୃତକ ହେଲେ ଯୁବରାଜପୁର ଗ୍ରାମର ଝରିଆ ବାରିକ। ଝରିଆଙ୍କୁ ବାପା ସୁବାଷ ବାରିକ ଓ ପୁଅ ଅଶିତ ବାରିକ ବଜାର ଉପରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିପିପିଟି ହତ୍ୟା କରିଛନ୍ତି। ଜମିବାଡ଼ି…
Read More...

ପୁଣି ଭାରରେ ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା। ଭାରରେ ବୁହାହେଲେ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ଦୟାନୀଧି କଣ୍ଡାଗରୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କଣ୍ଡାଗରୀଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସ…
Read More...

ଛାତିଏ ପାଣିରେ ପଶି ନାଳ ଡେଇଁ ମଶାଣି ଗଲା ମୃତଦେହ

ଛାତିଏ ପାଣି ବୋହୁଥିବା ନାଳାକୁ ଡେଇଁ ଶ୍ମଶାନ ଗଲା ଶବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଗାଁ ଶ୍ମଶାନକୁ ରାସ୍ତା ନଥିବାରୁ ମୃତକଙ୍କ ଆତ୍ମୀୟ ସ୍ୱଜନ ୪-୫ଫୁଟ୍‌ ପାଣି ବୋହୁଥିବା ଏକ ନାଳ ପାର ହୋଇ ଶବକୁ ଶ୍ମଶାନକୁ ନେଇଥିଲେ । ନାଳ ଆର ପାଶ୍ୱର୍ରେ ଥିବା ଶ୍ମଶାନରେ ସତ୍କାର…
Read More...

ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ମାତ୍ର ୪ କି.ମି.ଭିତରେ ଥିବା ଖମୁଡ଼ିହା ଗ୍ରାମର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି।…
Read More...

ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍: ୧୦ରୁ ଅଧିକ ଗାଈଙ୍କର ମୃତ୍ୟୁ

ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗୋରୁ ବୋଝେଇ ଟ୍ରକ୍ । ଫଳରେ ୧୦ ରୁ ଅଧିକ ଗାଈ ମୃତ୍ୟୁ ବରଣ କରିଛନ୍ତି। ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ ବୋଝେଇ ଗାଡ଼ି । ସୂଚନା ଅନୁଯାୟୀ, ରବିବାର ସକାଳୁ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ…
Read More...

ଅନୁଗୁଳରେ ଟ୍ରକ୍ ଟର୍ମିନାଲ କିପରି ହେବ ; ସରକାରୀ ନା ନିଜସ୍ଵ ଜାଗାରେ

ସଂପ୍ରତି ଅନୁଗୁଳ ଜିଲ୍ଲାପାଳ ଟ୍ରକ୍ ଟର୍ମିନାଲ ପାଇଁ ସ୍ଥାନୀୟ ଟ୍ରକ୍ ମାଲିକ ସଂଘ କୁ ଜାଗା ବା ଜମି ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜମି ଚିହ୍ନଟ ହୋଇଛି ଶାବଳଭଙ୍ଗା ଗ୍ରାମରେ। ଦୀର୍ଘଦିନର ଦାବି ଥିଲା ଜାଗା ଖଣ୍ଡେ ପାଇଁ। କାରଣ ସ୍ଥାନୀୟ ଅଞ୍ଚରରେ ଟ୍ରକ୍ ସଂଖ୍ୟା ବୃଦ୍ଧି…
Read More...