ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍: ୧୭୧ ମୃତକଙ୍କ ପରିବାରର ଗୋଟିଏ ଫୋନ୍ ନମ୍ବର!ଗୋଟିଏ ପଞ୍ଚାୟତରେ ୧୫ ମାସରେ…
କେନ୍ଦୁଝର ରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହରିଲୁଟ୍ ପାଇଁ ଆପଣା ଯାଇଛି ଭିନ୍ନ ଭିନ୍ନ ତରିକା। କେଉଁଠି ଜଣେ ବ୍ୟକ୍ତିଙ୍କୁ ଦୁଇଥର ମାରି ଦିଆଯାଇଛି ତ ଆଉ କେଉଁଠି ୪ ବର୍ଷ ତଳେ ମରିଥିବା ବ୍ୟକ୍ତିଙ୍କୁ ଏବେ ମରିଛି ଦର୍ଶାଇ ଅର୍ଥ ଉଠାଯାଇଛି। ଏଭଳି ସ୍ଥିତିରେ ଆଉ ଏକ ନୂତନ ତଥ୍ୟ ପଦାକୁ…
Read More...
Read More...