Webportal
Browsing Category

State

ପଶ୍ଚିମା-ଝଡ଼ ପ୍ରଭାବ ରେ ୯ ଓ ୧୦ ତାରିଖରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପଶ୍ଚିମା-ଝଡ଼ ପ୍ରଭାବରେ ଆସନ୍ତା ୯ ଏବଂ ୧୦ ତାରିଖରେ କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୯ ତାରିଖରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁରରେ ବର୍ଷା…
Read More...

କମ୍ପାନୀ ନାଁରେ ବିକ୍ରି ହେଉଥିବା ନକଲି‌ ଟିଭି ଜବତ, ୨ ଗିରଫ 

ବରଗଡ଼ ସହରରେ ନକଲି ମାଲ୍‌ ବିକ୍ରି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯାହା ସତ ପ୍ରମାଣିତ ହୋଇଛି। ନକଲି ବ୍ରାଣ୍ଡେଡ୍‌ ଟିଭି ସହ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।  ଅଭିଯୁକ୍ତ ଦ୍ୱୟ ଏମ୍‌ଡି ନସିବ ଓରଫ୍‌ ନସିମ୍‌ ଓ ଏମ୍‌ଡି ଇମ୍ରାନ୍‌। ଉଭୟ ଉତ୍ତରପ୍ରଦେଶ ଗାଜିଆବାଦର…
Read More...

ଡାକ୍ତରୀମାଇନା ପାଇଁ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ୧୨ ଘଣ୍ଟା ଧରି ଡାକ୍ତରଖାନାରୁ ଡାକ୍ତରଖାନା ବୁଲାଇଲା ପୁଲିସ୍

ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପୁଲିସ ମହିଳା ଜଣକୁ ଗାଡ଼ିରେ ବସାଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ହେବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମ ପୀଡିତା ମହିଳାଙ୍କୁ ଧରି ପୁଲିସ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ନଯାଇ ଏପଟ ସେପଟ ହେବା କେତେଦୂର ଯଥାର୍ଥ…
Read More...

ରାଜ୍ୟ କ୍ୟାବିନେଟ୍‌ରେ ୧୨ ନିଷ୍ପତ୍ତି ପାରିତ; ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି। ଏହି କ୍ରମରେ ବଢ଼ିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ଫଳରେ ରାଜ୍ୟର ୧୫,୭୭୧ ଶିକ୍ଷକ, କର୍ମଚାରୀ ଉପକୃତ…
Read More...

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଗଞ୍ଜେଇ ଚାଷ କରିବାକୁ ଜିଲ୍ଲାପାଳଙ୍କୁ ମାଗିଲେ ଅନୁମତି

ଗଞ୍ଜେଇ ଚାଷ ବେଆଇନ୍ । କେହି ଗଞ୍ଜେଇ ଚାଷ କଲେ ପୋଲିସ ହେଉ କି ଅବକାରୀ ବିଭାଗ ଚାଷ ନଷ୍ଟ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ବଲାଙ୍ଗିରର ଜଣେ ଚାଷୀ ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଛନ୍ତି । ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କୁ । ଆଶ୍ଚର୍ଯ୍ୟ…
Read More...

ଅଶ୍ଳୀଳ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ଝିଅ : ଲୋକଲଜ୍ଜା ପାଇଁ ଗାଁ ଛାଡ଼ିଲେ ବାପା-ମା’

ଆଲବମ୍‌ ଅଭିନେତ୍ରୀ ନିଶା ମହାରଣା ଓରଫ ମଳିକ ଗଣମାଧ୍ୟମରେ କିଛିଦିନ ହେବ ନିଜର ଅଶ୍ଳୀଳ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶସ୍ତା ଲୋକପ୍ରିୟତା ପାଇବା ନିଶା ଯୋଗୁଁ ସେ ଦେଉଥିବା ଅରୁଚିକର ମନ୍ତବ୍ୟ ପାଇଁ ସାମାଜିକ ଜୀବନ ବିଶୃଙ୍ଖଳିତ ହେଉଥିବା ଅଭିଯୋଗରେ ତାଙ୍କ ନାଁ ରେ ମାମଲା ରୁଜୁ ହୋଇଛି…
Read More...

ନୀତିନିୟମକୁ ଠେଙ୍ଗା ! ବିନା ଅନୁମତିରେ ଜଙ୍ଗଲରେ ପାଇପ ବିଛାଉଛି ଜିନ୍ଦଲ : ବନବିଭାଗର ଚଢାଉ, ଜେସିବି ମେସିନ ଅଟକ

ବଡବିଲ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ପାଇପ ଯୋଗେ ଆଇରନ ନେବାପାଇଁ ଜିନ୍ଦଲ କମ୍ପାନୀକୁ ଓଡିଶା ସରକାରଙ୍କ ଠାରୁ ଅନୁମୋଦନ ମିଳିଛି। ଟେଣ୍ଡର ଅନୁସାରେ ବଡବିଲ ଯୋଡା କେନ୍ଦୁଝର ଦେଇ ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକର ଦୁର୍ଗମ ଅଞ୍ଚଳ ନଗିରା ଓ ପାଳଲହଡା ମଧ୍ୟ ଭାଗ ଦେଇ ଅନୁଗୁଳ ଜିନ୍ଦଲ କମ୍ପାନୀ ଯାଏ…
Read More...

ମହାନଦୀ ଟି-ସେତୁରେ ଦଳାଚକଟା:ଏସ୍‌ସିବିରେ ଗୁରୁତରଙ୍କୁ‌ ଭେଟିଲେ କଟକ ଜିଲ୍ଲାପାଳ

ବଡ଼ମ୍ବା ନିକଟ ମହାନଦୀର ଟି-ସେତୁରେ ଦଳାଚକଟା ପରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଜି ରାତିରେ ଭେଟିଛନ୍ତି। ଏସସିବିରେ ଭର୍ତ୍ତି ହୋଇଥିବା ୩ ଜଣ ଶିଶୁଙ୍କୁ ଭେଟିଲା ପରେ ଜିଲ୍ଲାପାଳ ଶ୍ରୀ ଚୟନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।…
Read More...

ଛେଳିକୁ ଦୁଷ୍କର୍ମ କଲା ମଣିଷ

ଗୃହପାଳିତ ଛେଳିକୁ ଦୁଷ୍କର୍ମ କରିବା ପରେ ଛେଳିଟିର ମୃତ୍ୟୁ ଘଟିଥିବା ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପାଶବିକତାର ସୀମା ଟପିଲା ମଣିଷ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ଏହି ଜାତିକୁ କରୁଛି ଅସମ୍ମାନ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ…
Read More...

ପୂରଣ ହେବ ଓଡ଼ିଶା ପୁଲିସର ୪୭୯୦ କନେଷ୍ଟବଳ ପଦବି; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆସିଛି। ଖୁବ୍‌ ଶୀଘ୍ର ପୁଲିସ ବିଭାଗରେ ନୂତନ ନିଯୁକ୍ତି ହେବାକୁ ଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…
Read More...