Webportal
Browsing Category

State

କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ଅବ୍ୟବସ୍ଥା ନେଇ ସାଂଘାତିକ ତଥ୍ୟ

ଗଣମାଧ୍ୟମ ଖବର ଅନୁଯାୟୀ କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ଅବ୍ୟବସ୍ଥା ନେଇ ସାଂଘାତିକ ତଥ୍ୟ ଆସିଛି।୨୦୨୫ ମସିହା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏସସିବି ମେଡିକାଲରେ ମୋଟ ୮୯ଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି । ଓଡ଼ିଶା ରାଜ୍ୟ…
Read More...

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ନୂଆ ନୂଆ ଚାଂଚଲ୍ୟକର ତଥ୍ୟ

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଏବେ ନୂଆ ନୂଆ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ପରୀକ୍ଷା ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ‘ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ’ ଉପରେ ଛାଡ଼ି ଦେଇଥିଲା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ…
Read More...

ବଡ ମଦ ବ୍ୟବସାୟୀଙ୍କ ଉପରେ ସକାଳୁ ସକାଳୁ ଆୟକର ବିଭାଗର ଚଢଉ

ଅନୁଗୁଳ କରଡଗାଡିଆ ବାସିନ୍ଦା ମଦ ବ୍ୟବସାୟ ର ମହାରାଜା ବୋଲାଉଥିବା ବିକ୍ରମ ସାହୁଙ୍କ ଘରେ ବଡ ଧରଣର ଆୟକର ବିଭାଗର ରେଡ଼ ହୋଇଛି। ଅନୁଗୁଳ ସହିତ ତାଳଚେର, କାମାକ୍ଷାନଗର ଢେଙ୍କାନାଳ, ଭୁବନେଶ୍ୱର ଏବଂ ପୁରୀରେ ଏକକାଳୀନ ରେଡ଼ ହେଉଥିବା ସୂଚନା ମିଳିଛି। ଆୟକର ଫାଙ୍କିଥିବା ଅଭିଯୋଗ ନେଇ ଏହି…
Read More...

ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ କଇଁଚିରେ କାଟିଲେ ଚୁଟି

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ଘଟଣା।ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସଫଳ ନହେବାରୁ କଇଁଚିରେ ଚୁଟି କାଟି ତାଙ୍କ ସମ୍ମାନ ହାନି ଭଳି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଅନୁସାରେ ଗତ ଶନିବାର ଦିନ ହୋଲି ଥିବାବେଳେ ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ କବୁତି…
Read More...

ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ

ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ।ଚମ୍ପୁଆରେ ଅଭାବନୀୟ ଘଟଣା।ଟ୍ରକ୍ ଧକ୍କାରେ ବାପା ମା ଓ ପୁଅଙ୍କ ମୃତ୍ୟୁ।ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ଆଜି ଭୋର୍ ୫ ଟା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜଣା…
Read More...

ନକାରାତ୍ମକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଥିବା ଆଇଏଏସ ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା

କୋର୍ଟ ନିର୍ଦ୍ଦେଶ କୁ ବାରମ୍ଵାର କଲେ ବେଖାତିର। ଏମାନଙ୍କ ପାଇଁ କୋର୍ଟ ଯେମିତି ଗୋଟେ ଖେଳନା। ରହସ୍ୟଜନକ ହତ୍ୟା ଭଳି ସଙ୍ଗୀନ ମାମଲାରେ କୋର୍ଟ ହାଜର ହେବାକୁ ଆଦେଶ ଦେଇଥିକେ ମଧ୍ୟ ଭାବିଲେ ଯେ କ୍ଷମତାରେ ଥିବା ହେତୁ କିଛି ହେବନାହିଁ। ତେଣୁ କୋର୍ଟ ନିର୍ଦ୍ଦେଶ କୁ ବେଖାତିର କରିଚାଲିଲେ।…
Read More...

ମହିଳା କନଷ୍ଟେବଲଙ୍କୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ୱାମୀ

ମହିଳା କନଷ୍ଟେବଲଙ୍କୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ୱାମୀ।କଟକ ଲାଲ୍‌ବାଗ ଥାନା ସିଦ୍ଧେଶ୍ୱରସାହିରେ ଜଘନ୍ୟ ହତ୍ୟାକାଣ୍ଡ।ଜଣେ ମହିଳା କନଷ୍ଟେବଲଙ୍କୁ ହତ୍ୟା କରି ଦେଇଛନ୍ତି ତାଙ୍କ ସ୍ୱାମୀ। ତା’ପରେ ସେ ଆତ୍ମହତ୍ୟା ଉଦ୍ୟମ କରି କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ…
Read More...

୩୫ ଏକର ଧାନ ଫସଲ କୁ ନଷ୍ଟ କଲେ ୪୫ ଟିକିଆ ହାତୀ ପଲ

୩୫ ଏକର ଧାନ ଫସଲ କୁ ନଷ୍ଟ କଲା ୪୫ ଟିକିଆ ହାତୀ ପଲ। ଅନୁଗୁଳ ବନଖଣ୍ଡ ବନ୍ତଳା ପଞ୍ଚାୟତ ଜରାଓପୁର ଗ୍ରାମରେ ୩୫ ଏକର ରୁ ଅଧିକ ଧାନ ଚାଷ କୁ ନଷ୍ଟ କରି ଦେଇଛନ୍ତି ୪୫ ଟିକିଆ ହାତୀ ପଲ । ସୂଚନା ଯେ, ମନ୍ଦିରଗିରି ପାହାଡରେ ରହୁଥିବା ହାତୀ ପଲ ଧାନ ଅମଳ ସମୟରେ ଆଖାପାଖ ଗାଁ କୁ ଯାଇ ଫସଲ ନଷ୍ଟ…
Read More...

ଦୁର୍ନୀତିଗ୍ରସ୍ତ ମାନେ ଯୋଜନା ଅର୍ଥ ଚଳୁ କରୁଥିବାରୁ ହାତୀ ଓ ମନୁଷ୍ୟ ଉଭୟ ବିପଦରେ

ଦୁର୍ନୀତିଗ୍ରସ୍ତ ମାନେ ଯୋଜନା ଅର୍ଥ ଚଳୁ କରୁଥିବାରୁ ହାତୀ ଓ ମନୁଷ୍ୟ ଉଭୟ ବିପଦରେ।ସହର ନିକଟରେ ଦେଖାଗଲେ ଏକସଙ୍ଗେ ୪୦ ହାତୀ।ଆମେ ଆମ ଖବର ଗୁଡ଼ିକରେ ବାରମ୍ୱାର କହି ଆସିଛୁ ଯେ ଗୋଟେ ହାତୀ ପ୍ରତିଦିନ ଅତି କମରେ ୨୦ କିଲୋମିଟର ନିଶ୍ଚୟ ଭାବେ ଚାଲିବ। ଏହା ହେଉଛି ଗୋଟେ ହାତୀର ସ୍ଵାଭାବିକ…
Read More...

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ।ହାତୀ ସୁରକ୍ଷା ଅନୁଦାନ କୁ ପକେଟ ରେ ପୁରାଇ ମନ୍ତ୍ରୀ ଅଧିକାରୀ ମାଲାମାଲ।ଆମେ ଆମ ଖବରରେ ବାରମ୍ୱାର କହିଆସିଛୁ ଯେ ହାତୀ ସୁରକ୍ଷା ନାଁ ରେ ଅଜସ୍ର ଟଙ୍କା ଆସୁଥିବା ବେଳେ ସେହି ଟଙ୍କା ସବୁର ସିଂହଭାଗ ବିଭାଗୀୟ ମନ୍ତ୍ରୀ ଓ ବନବିଭାଗ ର ପଦସ୍ଥ ଅଧିକାରୀ…
Read More...