ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମାଜ ସେବୀଙ୍କ ଆହ୍ୱାନ
ସାରା ବିଶ୍ୱ ଏବେ ଅଶାନ୍ତ ହୋଇ ପଡିଛି। ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ, ପାଶ୍ଚାତ୍ୟ ଦେଶ ଗୁଡିକ ମଧ୍ୟରେ ବିବାଦ ଯୋଗୁଁ ଯୁଦ୍ଧ ଭଳି ପରିସ୍ଥିତି, ଭାରତ ଓ ଚାଇନା ବିବାଦ ଯୋଗୁଁ ସୀମାରେ ଅଶାନ୍ତ ଏବଂ ଭାରତରେ ମଣିପୁର ଭଳି ରାଜ୍ୟରେ ହିଂସା ଏମିତି କେତେ କଣ ପରିସ୍ଥିତି…
Read More...
Read More...