ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା
ଭୁବନେଶ୍ବରରେ ଅକ୍ଟୋବର ୨୫ ଅପରାହ୍ନ ୩ଟାରୁ ମା’ ଦୁର୍ଗାଙ୍କ ଭସାଣ ଯାତ୍ରା। ଟ୍ରାଫିକ୍ ନେଇ ଗାଇଡଲାଇନ୍ ଜାରି କଲା କମିସନରେଟ୍ ପୁଲିସ।ଗାଇଡଲାଇନ୍ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ…
Read More...
Read More...